ମରୁଡ଼ି ଆଶଙ୍କା ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଲେ- ୫ ଜିଲ୍ଲାରେ ସ୍ୱାଭାବିକ ଓ ୨୫ ଜିଲ୍ଲାରେ କମ ବର୍ଷା ହୋଇଛି; ୩୧୪ ବ୍ଲକରୁ ୭୯ରେ ସ୍ୱାଭାବିକ ଓ ୨୩୫ରେ କମ ବର୍ଷା ହୋଇଛି; ୨୧ଟି ବ୍ଲକରେ ସ୍ୱାଭାବିକଠାରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି, ୨ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ 

You might also like