ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ପାଣି କମିବା ପ୍ରସଙ୍ଗ: ଗୃହରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ-ବର୍ଷା କମ୍ ଯୋଗୁ ବିଭିନ୍ନ ଜଳଭଣ୍ଡାରରେ ଜଳ କମିଛି, ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ଜଳ ପରିଚାଳନା କରାଯାଉଛି

You might also like