ପୁରୀ: ସିଂହଦ୍ୱାର ସମ୍ମୁଖରେ ଚାଲିଛି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି, ଶ୍ରୀଜିଉଙ୍କ ଅଧରପଣା ନୀତି ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ; ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି, ୩ ରଥରେ ଭଙ୍ଗାଯିବ ୯ ପଣା ହାଣ୍ଡି, ରଥ ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମଣ୍ଡାଙ୍କୁ ଶାନ୍ତ କରିବାକୁ ଦିଆଯିବ ପଣା

You might also like