୨୪ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ବୋକାରୋ-ଅନୁଗୋଳ ଗ୍ୟାସ୍ ପାଇପ୍ ଲାଇନ୍‌, ପାରାଦୀପ-ହାଇଦ୍ରାବାଦ ଆଇଓସିଏଲ୍ ପାଇପ୍ ଲାଇନ୍‌ ଭିତ୍ତିପ୍ରସ୍ତର ଏବଂ ଭୁବନେଶ୍ୱର IIT କ୍ୟାମ୍ପସର ଲୋକାର୍ପଣ, ବ୍ରହ୍ମପୁର IISERର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ୨୦୦ ଟଙ୍କିଆ ମୁଦ୍ରାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

You might also like