ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ସିପ୍ରା ମଲ୍ଲିକ; ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଲେ, ଟିକେଟ ନ ମିଳିବାରୁ କେନ୍ଦ୍ରାପଡ଼ା ବିଧାନସଭାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଥିଲେ 

You might also like