ୱାଲଟିୟର ଡିଭିଜନ୍‌ରୁ ଫାଳେ ପୂର୍ବତଟ ରେଲୱେରୁ କଟିଯିବା ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି- ଆନ୍ଧ୍ରରୁ ରାଜନୈତିକ ଫାଇଦା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି, ଓଡ଼ିଶାର ସ୍ୱାର୍ଥ କଥା ଚିନ୍ତା ନକରି ବିଜେପି ତା ସ୍ୱାର୍ଥ ଚିନ୍ତା କରୁଛି, ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା 

You might also like