ସୁନ୍ଦରଗଡ଼ର ହେମଗିରି ସଭାରେ ମଧ୍ୟ ଚିରାଚରିତ ଭାଷଣ ରଖିଲେ ନବୀନ; କହିଲେ- କାଳିଆ ଯୋଜନା ବନ୍ଦ ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି, ରାଉରକେଲରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ସୁପରସ୍ପେଶାଲିଟି ହସ୍ପିଟାଲ କୁଆଡ଼େ ଗଲା, କେନ୍ଦ୍ର ନେତାମାନେ ନିର୍ବାଚନ ଆସିଲେ ଆସନ୍ତି, ପରେ ଦେଖା ଦିଅନ୍ତିନି

You might also like