୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଭୁବନେଶ୍ୱର #SDJM କୋର୍ଟରେ ହାଜର ପରେ ଜେଲ୍ ଗଲେ। ଗଣମାଧ୍ୟମ ଆଗରେ ଆକାଶ ପାଠକଙ୍କ ପ୍ରତିକ୍ରିୟା। କହିଲେ, କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛନ୍ତି କି ପ୍ରଶ୍ନରେ ଆକାଶଙ୍କ ପ୍ରତିକ୍ରିୟା। ମୁଁ କୌଣସି କଥା ମାନିନାହିଁ କହିଲେ ଆକାଶ ପାଠକ Edited By OTV Khabar Bureau | By Sarbeswar Mohapatra On Dec 21, 2020 Share Share