୩ ରାଜ୍ୟର ନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ୱାଦିକ ସମ୍ମିଳନୀ: କହିଲେ- ଓଡ଼ିଶାରେ ମଧ୍ୟ ମିଳିତ ଓ ଶୃଙ୍ଖଳିତ ହୋଇ ଲଢିଲେ କଂଗ୍ରେସକୁ ଫଳ ମିଳିବ; କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ, ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାରକୁ ବୃଦ୍ଧି କରିବୁ

You might also like