୩୧ରେ ଭୁବନେଶ୍ୱର ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌: ଅପରାହ୍ନରେ ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ସାଧାରଣ ସଭାରେ ଯୋଗ ଦେବେ, ସୂଚନା ଦେଲେ ଆମ୍ ଆଦ୍‌ମୀ ପାର୍ଟିର ରାଜ୍ୟ ଆବାହକ ଶଶିକାନ୍ତ ମିଶ୍ର

You might also like