୨ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣା: ବଦଳିଲେ ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ , ରିଜର୍ଭ ପୋଲିସ୍‌କୁ ବଦଳିଲେ ସଂଗ୍ରାମ ପଟ୍ଟନାୟକ,ଉମା ନାୟକଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ

You might also like