୨ ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ:  ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସୂଚନା, ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ, ସମସ୍ତ ୬ଟି ପଦ ଗାନ କରାଯିବ, ଧାଡ଼ି ପୁନରାବୃତ୍ତି ହେବନି

You might also like