୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ତୁହିନକାନ୍ତ ପାଣ୍ଡେଙ୍କୁ କରୋନା ହୋଇଥିବା ନେଇ PTI ସୂତ୍ରରୁ ପ୍ରକାଶ, ଏବେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଅଛନ୍ତି ତୁହିନକାନ୍ତ ପାଣ୍ଡେ, ପୂର୍ବରୁ ସେ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ

You might also like