ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ୨୩ରୁ ସମସ୍ତ ସରକାରୀ ଅଫିସ ଖୋଲାଯିବାକୁ ଓକିଲ ସଂଘର ନିଷ୍ପତ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଫିସ ଖୋଲାଯିବ, ଅଫିସ ଖୋଲିଲେ ବି ପୂର୍ବପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ଓକିଲ

You might also like