ହାଇକୋର୍ଟରେ ପୋଲସରା ବିଧାନସଭା ନିର୍ବାଚନ ମାମଲା: ୩ ମାସ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସତ୍ୟପାଠ ନେଇ ମାମଲା ହୋଇଥିଲା

You might also like