ହଟିଲେ ମନୋଜ ତିୱାରୀ, ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂଆ ମୁଖିଆ, ସେହିଭଳି ଛତିଶଗଡ଼ର ବିଜେପି ମୁଖ୍ୟ ହେଲେ ବିଷ୍ଣୁଦେବ ସାଇ, ଏସ୍. ଟିକେନ୍ଦ୍ର ସିଂହ ହେଲେ ମଣିପୁର ବିଜେପି ସଭାପତି।

You might also like