ହକି ବିଶ୍ୱକପ ପାଇଁ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ପ୍ରସଙ୍ଗ: ସରକାରୀ ନିର୍ଦ୍ଦେଶକୁ ଜୋରଦାର ବିରୋଧ ପରେ ବଦଳିଲା ନିଷ୍ପତ୍ତି, ଅବକାରୀ ମନ୍ତ୍ରୀ ଶଶି ବେହେରାଙ୍କ ସୂଚନା-ଅନ୍‌ସପ୍‌ରେ ରାତି ୧.୩୦ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା, ରାତି ୧.୩୦ ଯାଏ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେବ

You might also like