ସ୍ୱାଧିକାର ଭଙ୍ଗ ଅଭିଯୋଗ ନେଇ ବିଧାନସଭା କମିଟି ଆଗରେ ହାଜର ହେବା ପରେ OTV ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା କହିଲେ- OTVକୁ ସାଂଘାତିକ ଭାବେ ହଇରାଣ କରାଯାଉଛି, ଓଡ଼ିଶାରେ ବିଗତ ୨୨ ବର୍ଷ ହେଲା ମୁଁ କାମ କରିଆସୁଛି, ମହିଳା ଉଦ୍ୟୋଗୀ ଭାବେ ମୋତେ ବହୁତ ହଇରାଣ କରାଯାଉଛି

You might also like