ସ୍କୁଲରେ ସ୍ୱାଧୀନତା ଦିବସ ପାଳନରେ ପିଲାଙ୍କୁ ଆସିବାକୁ ମନା; କେବଳ ଶିକ୍ଷକଶିକ୍ଷୟିତ୍ରୀ ଆସିବେ ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ, ୧୦ ଜଣରୁ ଅଧିକ ଏକାଠି ହେବେନି; ସାମାଜିକ ଦୂରତ୍ୱ ଓ ମାସ୍କ ବାଧ୍ୟତାମୂଳକ

You might also like