ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ କରିବା ଘଟଣା ନେଇ ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି; ମନ୍ତ୍ରୀ ରମେଶ ମାଝୀ ଓ ପ୍ରଫୁଲ୍ଲା ସାମଲଙ୍କ ଇସ୍ତଫା ସହିତ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଦାବି କରାଯାଇଛି

You might also like