ସେପ୍ଟେମ୍ବର ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର, କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକଡାଉନ୍, ସିନେମା ହଲ୍, ସୁଇମିଂ ପୁଲ୍, ଧାର୍ମିକସ୍ଥଳୀ, ଥିଏଟର ବନ୍ଦ, ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ, ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିଷ୍ପତ୍ତି ନେବେ। Edited By OTV Khabar Bureau | By Ranjeet Kumar Jena On Aug 31, 2020 Share Share