ସୁରତରୁ ଗଞ୍ଜାମ ଫେରିଥିବା ୨ ଜଣ କରୋନାରେ ଆକ୍ରାନ୍ତ: ୨ କରୋନା ଆକ୍ରାନ୍ତଙ୍କ ବୟସ ୧୭ ଓ ୨୨ ବର୍ଷ; ଲକ୍ଷଣ ନ ଥିଲା, ସାମ୍ପଲ ସଂଗ୍ରହ ପରେ ପଜିଟିଭ୍ ବାହାରିଛି, ସେହିଭଳି ଝାରସୁଗୁଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ୪୦ ବର୍ଷୀୟା ମହିଳା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି

You might also like