ସୁବ୍ରତୋ ବାଗଚୀ କହିଲେ- କାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ସହିତ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଦର୍ଶନ ବନ୍ଦ; କୌଣସି ମନ୍ଦିର, ମସଜିଦ, ଗୀର୍ଜାକୁ ଯାଇ ପାରିବେନି ଦର୍ଶନାର୍ଥୀ; ତେବେ ଧର୍ମୀୟ ଅନୁଷ୍ଠାନର ସମସ୍ତ ନୀତିକାନ୍ତି ଚାଲୁ ରହିବ

You might also like