ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୁନଃ ପରୀକ୍ଷା ପ୍ରସଙ୍ଗ : ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପୁନଃ ପରୀକ୍ଷା ,କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା, ଦଶମ ଗଣିତ ପୁନଃ ପରୀକ୍ଷା ପ୍ରସଙ୍ଗରେ ମନ୍ତ୍ରାଳୟର ସୂଚନା : ଯଦି ପୁନଃ ପରୀକ୍ଷା ହୁଏ ତେବେ ୨ଟି ରାଜ୍ୟରେ ହେବ, ଦିଲ୍ଲୀ ଏବଂ ହରିୟାନାରେ ଗଣିତ ପୁନଃ ପରୀକ୍ଷା କରିବା ଯୋଜନା

You might also like