ସିଏଏ ଉପରେ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ; ନନ୍ଦିତା କହିଲେ, ଦେଶର ପ୍ରତ୍ୟେକ ସ୍ଥାନରେ ଏବେ ସାହିନବାଗ ଭଳି ପରିସ୍ଥିତି। ପ୍ରତ୍ୟେକ ନାଗରିକ ଜଣେ ମଣିଷ ହିସାବରେ ଆମ ସମସ୍ତଙ୍କୁ ସିଏଏ ବିରୋଧରେ ସ୍ୱର ଉଠାଇବାକୁ ପଡ଼ିବ

You might also like