ସିଆର୍‌ପି ଛକ ନିକଟରେ ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଲୋକଙ୍କ ମାଡ଼ ଘଟଣା; ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଲେ- ଦଣ୍ଡ ଦେବାର ଅଧିକାର ଜନସାଧାରଣ କି ପୋଲିସର ନାହିଁ। ଦଣ୍ଡ ଦେବାର ଅଧିକାର କେବଳ କୋର୍ଟର ଅଛି, ଆଇନକୁ ହାତକୁ ନିଅନ୍ତୁ ନାହିଁ

You might also like