ସାମ୍ୱାଦିକ ସମ୍ମିଳନୀରେ ଡବଲ୍ ଇଞ୍ଜିନ କଥା ଉଠାଇ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଲେ- କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ସରକାର ଥିଲେ ବିକାଶ ଦ୍ରୁତ ଗତିରେ ହୁଏ; ରାଜ୍ୟ ସରକାର ଯେଭଳି ସହଯୋଗ କରିବା କଥା କରୁନାହାନ୍ତି

You might also like