ସାମ୍ୱାଦିକ ସମ୍ମିଳନୀରେ ଜଳ ସଂପଦ ସଚିବ ପ୍ରଦୀପ ଜେନା କହିଲେ- ଖଇରମାଳରେ ୩ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି, ହୀରାକୁଦରେ ୨ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି, ତେଣୁ ଆଜି ଦିନ୧ଟା ସୁଦ୍ଧା ହୀରାକୁଦ ଡ୍ୟାମର ୧୬ଟି ଗେଟ୍ ଖୋଲାଯିବ 

You might also like