ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ମିସିଂ ପୋଷ୍ଟର ଲଗାଯିବା ଘଟଣା;ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଲେ-ଭୁବନେଶ୍ୱର ମୋତେ ମିସ୍ କରୁଥିବାରୁ ମୁଁ ଖୁସି। ମୁଁ ଦିଲ୍ଲୀରେ ରହିବାର କାରଣ ଏବେ ସଂସଦ ଅଧିବେଶନ ଚାଲିଛି Edited By OTV Khabar Bureau | By Rajalaxmi Sahoo On Feb 11, 2021 Share Share