ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ରୁ ପୁଣି ବନ୍ୟା ଜଳ ନିଷ୍କାସନ; ଏବେ ୨ଟି ଗେଟ୍ ଖୋଲିଲା, ବୁର୍ଲା ପଟୁ ଗୋଟିଏ ଗେଟ୍, ହୀରାକୁଦ ପଟୁ ଅନ୍ୟଟି ଖୋଲିଲା, ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିବ, କାଲି ୭ନଂ ଗେଟ୍ ଅଳ୍ପ ସମୟ ପାଇଁ ଖୋଲିବା ପରେ ବନ୍ଦ କରାଯାଇଥିଲା 

You might also like