ସମ୍ଭାବ୍ୟ ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା: କହିଲେ- ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା ‘ଅମ୍ପନ’; ୧୯ ତାରିଖ ଅପରାହ୍ନରୁ ରାଜ୍ୟରେ ପବନର ପ୍ରଭାବ ଅନୁଭୂତ ହେବ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ, ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି

You might also like