ସମ୍ଭାବ୍ୟ ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା:କହିଲେ- ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ଅମ୍ପନ’; ସାଗର ଓ ହାଟିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା, ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେବ, ୧୯ ତାରିଖ ଅପରାହ୍ନରୁ ରାଜ୍ୟରେ ପବନର ପ୍ରଭାବ ଅନୁଭୂତ ହେବ

You might also like