ସମ୍ଭାବ୍ୟ ବାତ୍ୟା ‘ଅମ୍ପନ’ ମୁକାବିଲା ଲାଗି NDRFର ଜୋରଦାର୍ ପ୍ରସ୍ତୁତି: ପ୍ରଭାବିତ ହେବାକୁ ଥିବା ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ଗଲା NDRF ଟିମ୍; ପୂର୍ବରୁ ୪ଟି ଟିମ୍ ବାତ୍ୟା ସମ୍ଭାବନା ଥିବା ଜିଲ୍ଲାରେ ମୁତୟନ ଅଛନ୍ତି

You might also like