ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଲା; ଏବେ ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି, ଡ୍ୟାମ୍ ଭିତରକୁ ୨, ୮୯, ୫୮୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି, ଡ୍ୟାମ୍ ମଧ୍ୟରୁ ୩, ୨୨, ୯୫୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି 

You might also like