ସମ୍ବଲପୁର ହସ୍ପିଟାଲରେ ଅଜଣା ମହିଳା ଇଂଜେକ୍ସନ ଦେବା ଘଟଣା: ସଂପୃକ୍ତ ମହିଳା ଲିଲି ଜାଲଙ୍କୁ ଗିରଫ କଲା ସମ୍ବଲପୁର ପୁଲିସ୍; ନର୍ସ ନଥିବା ଦେଖି ୫ରୁ ଅଧିକ ରୋଗୀଙ୍କୁ ମନଇଛା ଇଂଜେକ୍ସନ ଦେଇଥିଲେ

You might also like