ସମ୍ବଲପୁର: ଆଲବମ୍ ଅଭିନେତ୍ରୀ ସିମ୍‌ରନ୍ ମୃତ୍ୟୁ ଘଟଣାରେ ଶାଶୂ ଘରେ ଲଟକା ଲଗାଇଲା ବୁର୍ଲା ପୁଲିସ୍, ନୋଟିସ ସତ୍ତ୍ୱେ ହାଜର ନ ହେବାରୁ ବଲାଙ୍ଗିର ବେଲପଡ଼ା ଘରେ ଲଟକା ଲଗାଇଛି, ଅଭିଯୁକ୍ତ ଧ୍ରୁବରାଜ ସୁନାଙ୍କ ଜଣେ ସଂପର୍କୀୟଙ୍କୁ ହାଜର ପାଇଁ ନୋଟିସ୍ କରାଯାଇଛି

You might also like