ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ ସିଂଙ୍କ ଭଏସ୍ ମେସେଜ୍ ଭାଇରାଲ୍: ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କ ପାଖକୁ ପଠାଇଥିବା ଭଏସ୍ ମେସେଜ୍ ଭାଇରାଲ୍, ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଥିବା କହିଛନ୍ତି, ସିମରନ୍ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ମେସେଜରେ କହିଛନ୍ତି

You might also like