ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚିବଙ୍କ ଚିଠି, ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ ନିର୍ଦ୍ଦେଶ, ସବୁ ଶିକ୍ଷାନୁଷ୍ଠାନରେ ହେଲ୍‌ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ, ଅଗଷ୍ଟ ୩୧ ସୁଦ୍ଧା ଶେଷବର୍ଷ ସେମିଷ୍ଟର ପରୀକ୍ଷା ସାରି ଫଳ ପ୍ରକାଶ ନିର୍ଦ୍ଦେଶ

You might also like