ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ସୂଚନାନୁଯାୟୀ ୧୦ ଦିନରେ ଟିକା ପହଞ୍ଚିବ। ଟିକା ପହଞ୍ଚିବାର ଦିନେ ଦୁଇ ଦିନ ଭିତରେ ଟିକାକରଣ ହେବ । ୨ଟି ଡୋଜରେ ଦିଆଯିବ ଟିକା; ପ୍ରଥମ ଡୋଜରେ ୨୮ ଦିନ ପରେ ୨ୟ ଡୋଜ୍ ଦିଆଯିବ : DMET

You might also like