ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ନେଇ ଜିଲ୍ଲାପାଳଙ୍କ ବଡ଼ ସୂଚନା : ଭିତର ରତ୍ନ ଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ନାହିଁ , ମନ୍ଦିର ପ୍ରଶାସନ ପକ୍ଷରୁ ଚାବି ଟ୍ରେଜେରୀରେ କେବେ ଦିଆଯାଇନି, ମନ୍ଦିର ଅଫିସ୍ରେ ଯେଉଁ ଚାବି ଥିଲା ସେହି ଚାବି ନେଇ ଯାଇଥିଲୁ Edited By OTV Khabar Bureau | By OTV KHABAR BUREAU Last updated Apr 5, 2018 Share Share