ଶ୍ରୀମନ୍ଦିର ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା, ୬୦% ଟିକେଟ ଅନ୍‌ଲାଇନ୍‌ରେ, ୩୫% କାଉଣ୍ଟରରେ ମିଳିବ ଓ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ, ଅବକାଶ, ବଲ୍ଲଭ, ମଧ୍ୟାହ୍ନ ଧୂପ ପରେ ଟିକେଟ ଦର୍ଶନ: ପ୍ରଦୀପ୍ତ ମହାପାତ୍ର

You might also like