ଶ୍ରୀମନ୍ଦିର ଅଚଳାବସ୍ଥା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ- ଘଟଣା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଆଲୋଚନା ଜାରି ରଖିଛନ୍ତି, ଶୀଘ୍ର ସମାଧନ ହେବା ଆଶା କରୁଛି

You might also like