ଶ୍ରୀନଅର ନିକଟରେ ଅଟକିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଚାଲିଛି ରଥଯାତ୍ରାର ଅନନ୍ୟ ପରମ୍ପରା ଲକ୍ଷ୍ମୀନାରାୟଣ ଭେଟ, ରତ୍ନ ସିଂହାସନରୁ ପାଲିଙ୍କିରେ ଆସି ପହଞ୍ଚିଲେ ମା ଲକ୍ଷ୍ମୀ ଠାକୁରାଣୀ, ଗଜପତି ମହାରାଜା ମଧ୍ୟ ରଥ ନିକଟରେ ଉପସ୍ଥିତ

You might also like