ଶିମିଳିପାଳରୁ ୨ ପୋଷା ହାତୀ ସାତକୋଶିଆ ଆସିବା ପ୍ରସଙ୍ଗରେ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ସନ୍ଦୀପ ତ୍ରିପାଠୀ କହିଲେ- ସୁନ୍ଦରୀ ସହ ପୋଷା ହାତୀଙ୍କୁ ଲିଙ୍କ୍ କରିବାର କାରଣ ନାହିଁ, ସୁନ୍ଦରୀକୁ ଏନ୍‌କ୍ଲୋଜରରୁ ବାହାରକୁ ଛଡ଼ା ଯିବା ନିଷ୍ପତ୍ତି ହୋଇନି, ହାତୀଙ୍କୁ ସାଧାରଣ ସୁରକ୍ଷା ପାଇଁ ଅଣାଯାଇଛି

You might also like