ଶାଳପତ୍ରରୁ ରୟାଲିଟି ଛାଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ଶାଳପତ୍ର କୁଇଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ପଡ଼ୁଥିଲା, ରୟାଲିଟି ଛାଡ଼ ଯୋଗୁ ୨୫ ଲକ୍ଷ ଶାଳପତ୍ର ଶ୍ରମିକ ଲାଭବାନ ହେବେ

You might also like