ଲକ୍‌ଡାଉନ୍‌ ଅବଧି ବଢ଼ିପାରେ, ବିଭିନ୍ନ ଦଳର ନେତାଙ୍କ ସହ ମିଟିଂ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ସୂଚନା: କହିଲେ- ଏବେ ଲକଡାଉନ ଉଠିପାରିବ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ, ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ଅବଧି ବୃଦ୍ଧି ନିଷ୍ପତ୍ତି ନେବେ

You might also like