ରେଭେନ୍ସା କୁଳପତିଙ୍କୁ ୧୨ ଘଣ୍ଟା ଧରି ଛାତ୍ରଛାତ୍ରୀ ଘେରିବା ଘଟଣା: ରେଭେନ୍ସା କୁଳପତି ଈଶାନ୍ ପାତ୍ର କହିଲେ- ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯିବନି, ଯଦି କ୍ୟାମ୍ପସରେ ଅଶାନ୍ତି ଲାଗି ରହେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ

You might also like