ରାୟଗଡ଼ାର କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ପି. ଗୋବିନ୍ଦରାଓ ନାମକ ଆଉ ଜଣକୁ ଗିରଫ କଲା ପୁଲିସ୍‌, ଗିରଫଦାରୀ ସଂଖ୍ୟା ୨କୁ ବୃଦ୍ଧି, ପୂର୍ବରୁ ସୁମନ୍ତ ନାୟକ ଗିରଫ ହୋଇଛି, ଅନ୍ୟତମ ଅଭିଯୁକ୍ତ କୃଷ୍ଣ ନାୟକ ଏବେ ବି ଫେରାର୍ ଅଛି

You might also like