ରାୟଗଡ଼ାରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ICMR ଟିମ୍: ଜିଲ୍ଲାର ୧୦ଟି କ୍ଲଷ୍ଟରରୁ ନମୂନା ସଂଗ୍ରହ କରିବେ ୨୫ ଜଣିଆ ଟିମ୍, ୪୦୦ରୁ ଊର୍ଦ୍ଧ୍ୱ ରକ୍ତ ନମୁନା ସଂଗ୍ରହ କରିବେ, ରୋଗ ପ୍ରତିରୋଧକ ଶକ୍ତି ପରଖିବେ

You might also like