ରାହୁଲ ଗାନ୍ଧିଙ୍କ ସଭା ଭଣ୍ଡୁର କରିବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କଲେ ନିରଞ୍ଜନ ପଟ୍ଟନାୟକ: କହିଲେ- ରାହୁଲଙ୍କ ସଭା ଦିନ ସରକାର ପୁରୀରେ କାର୍ଯ୍ୟକ୍ରମ ରଖିଛନ୍ତି, ସବୁ ବସ୍ ପୁରୀ ପଠାଇବାକୁ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଚାରି ଚକିଆ ଯାନର ଦର ବଢ଼ାଇ ଦେଇଛନ୍ତି

You might also like